Mobile Advisory

ଡାଲିଜାତୀୟ ଫସଲରେ ପତ୍ର ହଳଦିଆ ରୋଗ(YMV)ଦେଖାଦେଲେ IMIDACLOPRID ୧୭.୮ SL କୁ ୦.୩ ମି.ଲି ପ୍ରତି ୧ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ
------------------------

କାଜୁ ଗଛରେ ଫୁଲ ଆସିଲା ବେଳେ OXYDEMENTON METHYL ୨ ମି ଲି ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଡାହାଣିଆ ପୋକ ଲାଗିବ ନାହିଁ
------------------------

ପରିବା ଚାଷ କରିଥିଲେ ଔଷଧ ପ୍ରୟୋଗ ଯୋଗୁ ଖର୍ଚ କମାଇବା ପାଇଁ ହଳଦିଆ ଅଠାଳିଆ ଟ୍ରାପ ବା ଯନ୍ତା ବ୍ୟବହାର କରନ୍ତୁ |
------------------------

ଆମ୍ବ ଗଛରେ କାଣ୍ଡକୁ ମାଟିରୁ ୧ ମିଟର ଉଚତା ପର୍ଯ୍ୟନ୍ତ କୋଲଟାର ଲେପନ କରିଲେ କି ଆକ୍ରମଣରୁ ଗଛକୁ ରକ୍ଷା କରାଯାଇ ପାରିବ |
------------------------

ଲେମ୍ବୁ ଗଛରେ ମୂଳରୁ ୧ ମି ଉଚତା ପର୍ଯ୍ୟନ୍ତ କୌଣସି ଡାଳ ରଖନ୍ତୁ ନାହିଁ ଏବଂ ଗଛକୁ BORDO MIXTURE (୧:୧ :୧୦୦ ଅନୁପାତ ର ତୁତିଆ, ଚୂନ ଏବଂ ପାଣି ) ସିଞ୍ଚନ କରନ୍ତୁ |
------------------------

ଚାଷୀ ଭାଇ ଓ ଭଉଣୀ ମାନେ ନିଜ ଜମିରେ ଥିବା ହୁଡ଼ା ଗୁଡିକୁ ଖାଲି ନ ରଖି ସେଥିରେ ଶୀଘ୍ର ବଢୁଥିବା ଗଛ ଯଥା ନୀଳଗିରି, ଆକାଶିଆ, ଶାଗୁଆନ ଆଦି ଗଛକୁ ୩ ମି X ୩ ମି ଦୂରତାରେ ଲଗାନ୍ତୁ ଏବଂ ସେଥିରୁ କିଛି ଅଧିକ ଅର୍ଥ ଉପାର୍ଜନ କରିବା ସହିତ ମୂର୍ତ୍ତିକା ଅବକ୍ଷୟ କରିପାରିବେ I
------------------------

ପିଆଜ ଚାଷରେ ଏକର ପିଛା ଅଧିକ ଅମଳ ପାଇଁ ଫ୍ଲାଟ ବେଡ଼ ପ୍ରଣାଳୀରେ ୪ ମିଟର ଲମ୍ବା , ୨.୫ ମିଟର ଚଉଡା ଏବଂ ୨୫ ସେମି ଉଚତା ବିଶିଷ୍ଟ ବେଡ଼ ତିଆରି କରି ଧାଡିକୁ ଧାଡି ୧୦ ସେମି ଏବଂ ଚାରାକୁ ଚାରା ୭ ସେମି ବ୍ୟବଧାନରେ ଲଗାନ୍ତୁ . ଦୁଇ ବେଡ଼ ମଝିରେ ୪୫ ସେମିର ନାଳ ରଖନ୍ତୁ I
------------------------

ପିଆଜ ଚାଷ ବେଳେ ଅଗ ପତ୍ର ପୋଡି ଯାଉଥିଲେ METALAXYL + MANCOZEB ୨ ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ
------------------------

ଯେ କୌଣସି ପନିପରିବା ଚାଷ କରିବା ପୂର୍ବରୁ ଚାରାକୁ ୨ ଗ୍ରାମ କାରବେଣ୍ଡଜ଼ୀମ ଏକ ଲିଟର ପାଣିରେ ମିଶାଇ ୧୫ ମିନଟ ରଖି ଚାରାକୁ ଲଗାନ୍ତୁ ଯା ଦ୍ୱାରା ଝାଉଁଳା ଏବଂ ମୂଳ ଶଢା ହେବ ନାହିଁ
------------------------

ବାଦାମ କିମ୍ବା ରାଶି ଚାଷ କରିବାର ଥିଲେ ଜମିକୁ ଚୂନ କିମ୍ବା କାଗଜ କଲା ମଇଳା ପକାଇ ଭଲଭାବରେ ଚାଷ କରିଦିୟନ୍ତୁ . ଶେଷ ଓଡ ଚାଷ ବେଳକୁ ୨୫୦ KG ଜିପସୁମ ପ୍ରତି ହେକଟରେ ପକାଇ ଭଲ ଭାବରେ ଚାଷ କରି ଦିୟନ୍ତୁ
------------------------

ଯେ କୌଣଷି ବିହନ, ଚାରା ବା ଔଷଧ କିଣିବା ପୁର୍ବରୁ କୃଷି ବିଭାଗ ଅଧିକାରି ବା ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମାନଂକ ପରାମର୍ଶ ନିୟନ୍ତୁ
------------------------

ମା ମାନେ ଏହି ସମୟରେ ଫୁଲ ଝାଡୁ ଗଛ ଲଗେଇଲେ ଆଗକୁ ଯାଇ ଏହି ଫୁଲ ଝାଡ଼ୁକୁ ବିକ୍ରି କରି ଭଲ ଦିପଇସା ପାଇବେ
------------------------

Mandate of KVK

 

KRISHI VIGYAN KENDRA (KVK)

 (FARM SCIENCE CENTRE)

VISION
Science and technology-led growth leading to enhanced productivity, profitability and sustainability of agriculture
MISSION
Farmer-centric growth in agriculture and allied sectors through the application of appropriate technologies in specific agro-ecosystem perspective
MANDATE
Technology Assessment and Demonstration for its Application and Capacity Development
ACTIVITIES

  • On-farm testing (OFT) to assess the location specificity of agricultural technologies under various farming   systems.
  • Organize Frontline Demonstrations (FLD) to establish the production potential of technologies on the farmers’ fields.
  • Capacity development of farmers and extension personnel to update their knowledge and skills on modern agricultural technologies.
  • To work as a knowledge and resource centre of agricultural technologies for supporting initiatives of public, private and voluntary sectors in improving the agricultural economy of the district.
  • Provide farm advisories using ICT and other media means on varied subjects of interest to farmers.

           In addition, KVKs produce quality technological products (seed, planting material, bio-agents and livestock) and make them available to farmers, organize frontline extension activities, identify and document selected farm innovations and Linking & converge with ongoing government schemes and programs for wider impact within the mandate of KVK. 
 

From Sr. Scientist & Head's Desk

Sr. Scietist  Krishi Vigyan Kendra kalahandi

Dr Amitabh Panda,
Senior Scientist and Head

The Krishi Vigyan Kendra Kalahandi was established during the year 2005. The center is working as district level resource center for technology assessment, refinement and demonstrates the need based location specific technology and popularizing the same among the farmers of the district. The KVK is also performing its activities in association and in coordination with different agencies working in the district. It also plays vital role for the capacity building of farmers, farmwomen, rural youth and field level extension functionaries through skill oriented training. Krishi Vigyan Kendra Kalahandi is also supplies qualitative seeds and planting materials to the farmers for boosting agricultural people. Due to the sincere effort of scientists of the center KVK received award in Global Conference for women in agriculture.

Our Authorities

Krishi Vigyan Kendra Kalahandi

Prof. Pravat Kumar Roul Hon'ble Vice-Chancellor, Odisha University of Agriculture & Technology, Bhubaneswar, Ph: 0674-2397700 (O) Email: vcouat@gmail.com

Krishi Vigyan Kendra Kalahandi

Dr. Pradip Dey Director, Agricultural Technology & Application Research Institute, ICAR, Zone- V, ICAR ATARI, Kolkata Ph: 033-2335-3830, 2335-2335 (O) FAX: 033-2335-3830 Email: atarikolkata@gmail.com

Krishi Vigyan Kendra Kalahandi

Prof. (Dr.) Prasannajit Mishra Dean, Extension Education, OUAT, Bhubaneswar Ph: 0674-2397362 FAX: 0674-2397933 Email: deanextensionouat@yahoo.com

Recent Events

Weather Forecast

KALAHANDI WEATHER